下載 APKPure App
可在安卓獲取Oriya Bible (Odia)的歷史版本
ଓଡିଆ ବାଇବେଲ
TEXT:
[...]
ଅଧ୍ୟାୟ 1
1 ଆରମ୍ଭରେ ପରମେଶ୍ବର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।
2 ପୃଥିବୀ ସେତବେେଳେ ସଂପୂରନ୍ଭାବେ ଶୂନ୍ଯ ଓ କିଛି ନଥିଲା। ଜଳଭାଗ ଉପରେ ଅନ୍ଧକାର ଘାଡ଼ଇେେ ରଖିଥିଲା ଏବଂ ପରମେଶ୍ବରଙ୍କର ଆତ୍ମା ଜଳଭାଗ
3 ଉପରେ ବ୍ଯାପ୍ତ ଥିଲା।
4 ପରମେଶ୍ବର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହାପ ରେ ପରମେଶ୍ବର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।
5 ପରମେଶ୍ବର ସହେି ଆଲୋକର ନାମ ଦେଲେ " ଦିନ" ଏବଂ ଅନ୍ଧକାରର ନାମ ଦେଲେ "ରାତି।"
6 ଏହାପରେ ପରମେଶ୍ବର କହିଲେ, "ଜଳ ମଧିଅରେ ବୃହତ ଗମ୍ବୁଜ ଜାତ ହାଇେ ଜଳକୁ ଦୁଇଭାଗ କରୁ!"
7 ଏହିପରି ପରମେଶ୍ବର ତାରଣେ ନିର୍ମାଣ କଲେ ଏବଂ ତାଣେ ଉପର ଜଳଠାରୁ ତାରଣେ ତଳ ଜଳକୁ ଅଲଗା କଲେ। ତହିଁରେ ସହେିପରି ହେଲା।
8 ପରମେଶ୍ବର ସହେି ତାରଣେ ନାମ ଦେଲେ "ଆକାଶ" ତା'ପରେ ସଠାେ ରେ ପ୍ରଭାତ ଏବଂ ସଠାେରେ ସୁର୍ୟ୍ଯାସ୍ତ ହେଲା। ଏବଂ ଏହା ଦି୍ବତୀଯ ଦିନ ଥିଲା।
9 ଏହାପରେ ପରମେଶ୍ବର କହିଲେ, "ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନ ରେ ସଂଗୃହିତ ହେଉ। ୟଦ୍ବାରା ଭୂମି ଶୁଖିଲା ଦଖାୟିବେ।" ଏବଂ ଏହିପରି ହେଲା।
[...]
Last updated on 2015年08月23日
Minor bug fixes and improvements. Install or update to the newest version to check it out!
Oriya Bible (Odia)
1.0 by Lco
2015年08月23日